ଗାନ୍ଧୀନଗର: ଆପଣ ଭିନ୍ନ ଭିନ୍ନ ବିବାହ ଉତ୍ସବରେ ଯୋଗ ଦେଇଥିବେ । କିନ୍ତୁ କେବେ ଗୋଟିଏ ସଭାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ବିବାହ ଦେଖିଛନ୍ତି କି? ଯଦି ନାଁ ତେବେ ଆମେ ଆପଣଙ୍କୁ ଏକ ଏପରି ବିବାହ ଉତ୍ସବ ସମ୍ପର୍କରେ ଜଣାଇବୁ ଯେଉଁଠି ଗୋଟିଏ ସମାରୋହରେ ହିନ୍ଦୁ ଏବଂ ମୁସଲିମର 1100 ଦମ୍ପତି ଏକାଠି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଏକାଠି ବାହା ହେଲେ 1100 ହିନ୍ଦୁ, ମୁସଲିମ ଦମ୍ପତି - ଗୋଟିଏ ସଭାରେ 1100 ଦମ୍ପତିଙ୍କ ବିବାହ
ଗତ ଶନିବାର ଅହମ୍ମଦାବାଦରେ ଆୟୋଜିତ ଏକ ସାମୂହିକ ବିବାହ ସମାରୋହରେ ହିନ୍ଦୁ ଏବଂ ମୁସଲିମ ଜାତିର ମୋଟ 1100ଟି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଧିକ ପଢନ୍ତୁ...

ଗୋଟିଏ ସଭାରେ 1100 ଦମ୍ପତିଙ୍କ ବିବାହ
ଗୋଟିଏ ସଭାରେ 1100 ଦମ୍ପତିଙ୍କ ବିବାହ
ଗତ ଶନିବାର ଅହମ୍ମଦାବାଦରେ ଆୟୋଜିତ ଏକ ସାମୂହିକ ବିବାହ ସମାରୋହରେ ହିନ୍ଦୁ ଏବଂ ମୁସଲିମ ଜାତିର ମୋଟ 1100ଟି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଏହି ବିବାହ ସମାରୋହ ଏକ ପବ୍ଲିକ ଟ୍ରଷ୍ଟ ଦ୍ବାରା ଆୟୋଜିତ କରାଯାଇଥିଲା । ଯେଉଁଠି ବିବାହ ପରେ ଦମ୍ପତିମାନଙ୍କୁ ଉପହାର ଦିଆଯାଇଥିଲା ।