ଅମରାବତୀ:ଆନ୍ଧ୍ରପ୍ରଦେଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା 3 ଟି ଗୋଡଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ରାଜ୍ୟର କ୍ରିଷ୍ଣା ଜିଲ୍ଲା ନୁଜିଭେଦୁ ଅଞ୍ଚଳରେ ଥିବା ଏକ ଡାକ୍ତରଖାନାରେ ମହିଳା ଜଣକ ଏପରି ଏକ ବିରଳ ଶିଶୁକୁ ଜନ୍ମ ଦେଇଛନ୍ତି ।
3 ଗୋଡିଆ ବିରଳ ଶିଶୁ ଜନ୍ମ - three legs Baby born
ଆନ୍ଧ୍ରପ୍ରଦେଶର ଏକ ହସ୍ପିଟାଲରେ ଜନ୍ମହେଲା 3ଟି ଗୋଡ ଥିବା ଶିଶୁ । ଅଧିକ ପଢନ୍ତୁ...
![3 ଗୋଡିଆ ବିରଳ ଶିଶୁ ଜନ୍ମ 3 ଗୋଡ ଥିବା ବିରଳ ଶିଶୁ ଜନ୍ମ](https://etvbharatimages.akamaized.net/etvbharat/prod-images/768-512-10887303-thumbnail-3x2-baby.jpg)
3 ଗୋଡ ଥିବା ବିରଳ ଶିଶୁ ଜନ୍ମ
ତେବେ ଉଭୟ ମାଆ ଏବଂ ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ ବିଜୟଓ୍ବାଡା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନୁଜିଭେଦୁ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ