ଓଡିଶା

odisha

ପରଲୋକରେ ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ସାନଭାଇ ଅଶୋକ ମୋଦି

By

Published : May 2, 2021, 8:54 PM IST

କୋରୋନାରେ ରାଜ୍ୟସଭା ସାଂସଦ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ସାନଭାଇ ଅଶୋକ ମୋଦିଙ୍କ ଦେହାନ୍ତ । ନିଜେ ସୂଚନା ଦେଲେ ସୁଶୀଲ ମୋଦି । ଅଧିକ ପଢନ୍ତୁ...

ପରଲୋକରେ ରାଜ୍ୟସଭା ସାଂସଦ ଶୁସିଲ ମୋଦିଙ୍କ ସାନଭାଇ ଅଶୋକ ମୋଦି, କୋରୋନାରେ ଥିଲେ ଚିକିତ୍ସାଧୀନ
ପରଲୋକରେ ରାଜ୍ୟସଭା ସାଂସଦ ଶୁସିଲ ମୋଦିଙ୍କ ସାନଭାଇ ଅଶୋକ ମୋଦି, କୋରୋନାରେ ଥିଲେ ଚିକିତ୍ସାଧୀନ

ପାଟନା: କୋରୋନାରେ ରାଜ୍ୟସଭା ସାଂସଦ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ସାନଭାଇ ଅଶୋକ ମୋଦିଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ରାତି ପ୍ରାୟ 2.45 ରେ ପାଟନାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ଅଶୋକ ମୋଦିଙ୍କୁ 65 ବର୍ଷ ବୟସ ହୋଇଥିଲା ।

ପରଲୋକରେ ରାଜ୍ୟସଭା ସାଂସଦ ଶୁସିଲ ମୋଦିଙ୍କ ସାନଭାଇ ଅଶୋକ ମୋଦି, କୋରୋନାରେ ଥିଲେ ଚିକିତ୍ସାଧୀନ

ସାନଭାଇର ମୃତ୍ୟୁ ସମ୍ପର୍କରେ ନିଜେ ସୁଶୀଲ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଡାକ୍ତରମାନେ ସମସ୍ତ ଉଦ୍ୟମ କରିଥିଲେ ସୁଦ୍ଧା ଅଶୋକଙ୍କୁ ବଞ୍ଚାଯାଇ ପାରିନଥିବା କହିଛନ୍ତି ଶୁସିଲ । ଅଶୋକ କୋରୋନାରେ ସଂକ୍ରମିତ ହୋଇ ରାଜଧାନୀ ପାଟନାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details