ଓଡିଶା

odisha

By

Published : Mar 19, 2021, 6:04 AM IST

ETV Bharat / bharat

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହେଲେ ଅରିନ୍ଦମ ବାଗଚୀ

ଅରିନ୍ଦମ ବାଗଚୀଙ୍କୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏବେ ଯୁଗ୍ମ ସଚିବ(ଉତ୍ତର) ହେବେ । ଅଧିକ ପଢନ୍ତୁ...

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହେଲେ ଅରିନ୍ଦମ ବାଗଚୀ
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହେଲେ ଅରିନ୍ଦମ ବାଗଚୀ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟରେ ଅଦଳବଦଳ । ଅରିନ୍ଦମ ବାଗଚୀଙ୍କୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଭାବେ କରାଯାଇଛି ନିଯୁକ୍ତି । ବର୍ତ୍ତମାନ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏବେ ଯୁଗ୍ମ ସଚିବ(ଉତ୍ତର) ହେବେ । ଏହା ପୂର୍ବରୁ ରବିଶ କୁମାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଥିଲେ, ଯିଏ ଏବେ ଇଷ୍ଟୋନିୟା ଆଉ ଫିନଲ୍ୟାଣ୍ଡର ରାଷ୍ଟ୍ରଦୂତ ଅଛନ୍ତି ।

1995 ବ୍ୟାଚ୍‌ର ଆଇଏଫଏସ ଅଧିକାରୀ ବାଗଚୀ ପୂର୍ବରୁ କ୍ରୋଏସିଆର ରାଷ୍ଟ୍ରଦୂତ ଆଉ ଶ୍ରୀଲଙ୍କାରେ ଭାରତର ଉପ ହାଇକମିଶନର ଥିଲେ । ଏବେ ସେ ଅନୁରାଗ ଶ୍ରୀବାସ୍ତବଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଦାୟିତ୍ବ ତୁଲାଇବେ ।

ABOUT THE AUTHOR

...view details