ଗୌହାଟୀ:ଭୂକମ୍ପରେ ଥରିଲା ଆସାମ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ରେକର୍ଡ କରାଯାଇଛି । ବୁଧବାର ସକାଳ 8ଟା 45 ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର କେନ୍ଦ୍ରସ୍ଥଳୀ ଗୋଆଲପୁର ଥିବା ସୂଚନା ମିଳିଛି । ଏନେଇ ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି
ଭୂକମ୍ପ ଝଟ୍କାରେ ଥରିଲା ଆସାମ - ଭୂକମ୍ପ
ଆସାମରେ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...
ଭୂକମ୍ପରେ ଥରିଲା ଆସାମ, ରିକ୍ଟର ସ୍କେଲରେ ତୀବ୍ରତା 5.2ରେକର୍ଡ
ଯାହାକୁ ନେଇ ଆସାମବାସୀ ଭୟଭିତ ହୋଇ ପଡିଛନ୍ତି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନ ନେଇ ସୂଚନା ମିଳିପାରିନାହିଁ ।
@ANI