ଇମ୍ପାଲ:ଭୂକମ୍ପରେ ଥରିଲା ମଣିପୁରର ଉକ୍ରାହୁଲ । ଶୁକ୍ରବାର ଭୋର 5ଟା 56 ମିନିଟ ସମୟରେ ଏହି ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.5 ରହିଥିଲା । ଏନେଇ ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।
ଭୂକମ୍ପରେ ଥରିଲା ମଣିପୁର - ମଣିପୁର
ଭୂକମ୍ପରେ ଥରିଲା ମଣିପୁର । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.5 ରେକର୍ଡ । ଅଧିକ ପଢନ୍ତୁ...
![ଭୂକମ୍ପରେ ଥରିଲା ମଣିପୁର An earthquake of magnitude 4.5 on the Richter scale hit 57km ESE of Ukhrul, Manipur at 5.56 am today: National Centre for Seismology](https://etvbharatimages.akamaized.net/etvbharat/prod-images/768-512-12401616-thumbnail-3x2-k.jpg)
ଭୂକମ୍ପରେ ଥରିଲା ମଣିପୁର
ଯାହାର ଗଭୀରତା 57 କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ତେବେ, ଏହି ଭୂମିକମ୍ପରେ କୈଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।
@ANI