କାର୍ଗିଲ:ଭୂକମ୍ପରେ ଥରିଲା ଲଦାଖ । ଭୂକମ୍ପ ସ୍କେଲରେ ଏହାର ତୀବ୍ରତା 3.6 ରେକର୍ଡ କରାଯାଇଛି । ବୁଧବାର ରାତି 9 ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି ।ଏହାର କେନ୍ଦ୍ର ସ୍ଥଳ ଲଦାଖରୁ 51 କିଲୋମିଟର ଦୂର ପଶ୍ଚିମ ଆଲଚିରେ ହୋଇଥିବା ଜଣାପଡିଛି ।
ଭୂକମ୍ପରେ ଥରିଲା ଲଦାଖ - ଭୂକମ୍ପ
ଭୂକମ୍ପରେ ଥରିଲା ଲଦାଖ । ଭୂକମ୍ପ ସ୍କେଲରେ ଏହାର ତୀବ୍ରତା 3.6 ରେକର୍ଡ । ଅଧିକ ପଢନ୍ତୁ...

ଭୂକମ୍ପରେ ଥରିଲା ଲଦାଖ
ଭୂମିକମ୍ପର ଗଭିରତା 5 କିଲୋମିଟର ଥିବା ଜଣାପଡିଛି । ତେବେ, ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡିଛି । l