ଓଡିଶା

odisha

ETV Bharat / bharat

ମେଘାଳୟରେ 4.4 ତିବ୍ରତାର ଭୂମିକମ୍ଫ - ମେଘାଳୟରେ ଭୂମିକମ୍ଫ

ମେଘାଳୟରେ ମଙ୍ଗଳବାର ରାତ୍ର 1.13 ସମୟରେ ଭୂମିକମ୍ଫ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ମେଘାଳୟରେ 4.4 ତିବ୍ରତାର ଭୂମିକମ୍ଫ
ମେଘାଳୟରେ 4.4 ତିବ୍ରତାର ଭୂମିକମ୍ଫ

By

Published : Nov 3, 2020, 4:32 AM IST

ସିଲଂ: ମେଘାଳୟରେ ଭୂମିକମ୍ଫ । ମଙ୍ଗଳବାର ରାତ୍ର 1.13 ସମୟରେ ମେଘାଳୟରେ ଭୂମିକମ୍ଫ ଅନୁଭୂତ ହୋଇଛି ।

ମେଘାଳୟର ପଶ୍ଚିମ ଖାସି ହିଲସ ଅଞ୍ଚଳର ନଙ୍ଗଷ୍ଟୋନରେ ଭୂମିକମ୍ଫ ରିକ୍ଟର ସ୍କେଲରେ 4.4 ତିବ୍ରତା ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛି । ଏକ ସପ୍ତାହ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଭୂମିକମ୍ଫ ଅନୂଭୂତ ହୋଇଥିଲା ।

ସେହିପରି ଅକ୍ଟୋବର 21ରେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତୀବ୍ରତା 4.2 ରେକର୍ଡ କରାଯାଇଥିଲା ।

@ANI

ABOUT THE AUTHOR

...view details