ଓଡିଶା

odisha

ETV Bharat / bharat

2024ରେ ଏୟାର ଇଣ୍ଡିଆରେ ମିଶ୍ରଣ ହେବ ଭିସ୍ତାରା

2024ରେ ଏକ ହେବେ ଏୟାର ଇଣ୍ଡିଆ ଓ ଭିସ୍ତାରା (Air India to consolidation with Vistara) । ଟାଟା କମ୍ପାନୀ କଲା ଘୋଷଣା । ଅଧିକ ପଢନ୍ତୁ

2024 ରେ ମିଶିବ ଏୟାର ଇଣ୍ଡିଆ ଓ ଭିସ୍ତାରା
2024 ରେ ମିଶିବ ଏୟାର ଇଣ୍ଡିଆ ଓ ଭିସ୍ତାରା

By

Published : Nov 29, 2022, 5:32 PM IST

Updated : Nov 29, 2022, 5:46 PM IST

ହାଇଦ୍ରାବାଦ: 2024ରେ ଟାଟା ସନ୍ସ ଦ୍ବାରା ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଓ ଅନ୍ୟତମ ଭାରତୀୟ ବଜେଟ ଏୟାର ଲାଇନ୍ସ ଭିସ୍ତାରା ମର୍ଜ (ମିଶିବେ) ହେବାକୁ ଯାଉଛନ୍ତି (Air India to consolidation with Vistara)। ଏନେଇ ଟାଟା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ସରକାରୀ ମାଲିକାନାରୁ ଏୟାର ଇଣ୍ଡିଆ ଏବେ ଟାଟା ସନ୍ସ ଦ୍ବାରା ପରିଚାଳିତ ହେଉଛି । ତେବେ 2024 ରେ ଏହି ଦୁଇ ଏୟାର ଲାଇନ୍ସର ଏକୀକରଣ ହେବାକୁ ଯାଉଥିବା କମ୍ପାନୀ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 29, 2022, 5:46 PM IST

ABOUT THE AUTHOR

...view details