ଲକ୍ଷ୍ନୌ: 2022 ପ୍ରାରମ୍ଭରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ ପ୍ରଥମ ପ୍ରାର୍ଥୀ ଘୋଷଣା କରିଛି। ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ନକିର ଦଳ ଏହି ଘୋଷଣା କରିଛି ।
ଏମଆଇଏମଆଇଏମ ଘୋଷଣା କରିଥିବା ପ୍ରଥମ ପାର୍ଥୀ ହେଲେ ଅବଦୁଲ ମନନ । ସେ ଉତ୍ରାଉଲାର ବଳରାମପୁର ଜିଲ୍ଲା ବିଧାନସଭା ଆସନରୁ ନିର୍ବାଚନ ଲଢିବେ। ସେ ବୃତ୍ତିର ଜଣେ ଚକ୍ଷୁ ବିଶେଷଜ୍ଞ । ସେ ପିସ ପାର୍ଟି ଛାଡିବା ପରେ ଏମଆଇଏମଆଇଏମ ଦଳରେ ଯୋଗ ଦେଇଛନ୍ତି ।