ଶ୍ରୀନଗର : ସୋମବାର ବିଳମ୍ବିତ ରାତିରେ ଜାମ୍ମୁ କାଶ୍ମୀରର କିଛି ଅଂଶରେ ସାମାନ୍ୟ ଭୂକମ୍ପ ଘଟିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.1 ଥିଲା ।
କାଶ୍ମୀରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 5.1 - କାଶ୍ମୀରର କିଛି ଅଂଶରେ ମୃଦୁ ଭୂକମ୍ପ
ସୋମବାର ବିଳମ୍ବିତ ରାତିରେ ଜାମ୍ମୁ କାଶ୍ମୀରର କିଛି ଅଂଶରେ ମୃଦୁ ଭୂକମ୍ପ ଘଟିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.1 ଥିଲା । ଅଧିକ ପଢନ୍ତୁ...
କାଶ୍ମୀରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା 5.1
ଏହି ଭୂକମ୍ପ ଜାମ୍ମୁ କାଶ୍ମୀରରେ ସନ୍ଧ୍ୟା 7:32 ରେ ଘଟିଥିଲା । ତତକ୍ଷଣାତ ଧନ ଜୀବନ କ୍ଷୟକ୍ଷତି ହେବାର କୌଣସି ସୂଚନା ମିଳିନାହିଁ ।