ଓଡିଶା

odisha

ETV Bharat / bharat

କୋଲକାତା ବାଗ ବଜାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ - କୋଲକାତା ଅଗ୍ନିକାଣ୍ଡ ନ୍ୟୁଜ

କୋଲକାତାର ବାଗ ବଜାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ପଢନ୍ତୁ ଅଧିକ....

କୋଲକାତାର ବାଗ ବଜାର ଅଞ୍ଚଳରେ ଭୟାଭୟ ଅଗ୍ନିକାଣ୍ଡ
କୋଲକାତାର ବାଗ ବଜାର ଅଞ୍ଚଳରେ ଭୟାଭୟ ଅଗ୍ନିକାଣ୍ଡ

By

Published : Jan 13, 2021, 9:31 PM IST

Updated : Jan 14, 2021, 3:38 PM IST

କୋଲକାତା: କୋଲକାତାର ବାଗ ବଜାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ 8ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରିନାହିଁ । କ୍ଷୟକ୍ଷତି ଓ ମୃତାହତଙ୍କ ସମ୍ପର୍କରେ ମଧ୍ୟ ସଠିକ ସୂଚନା ମିଳିପାରି ନଥିବାବେଳେ 4 ରୁ 5 ଜଣ ଶିଶୁ ଅଗ୍ନିକାଣ୍ଡ ପରେ ନିଖୋଜ ଥିବା ଜଣାପଡିଛି ।

କୋଲକାତାର ବାଗ ବଜାର ଅଞ୍ଚଳରେ ଭୟାଭୟ ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବାବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 14, 2021, 3:38 PM IST

ABOUT THE AUTHOR

...view details