ରାୟପୁର: ଛତିଶଗଡ ସୁକୁମା ଜିଲ୍ଲାରେ 8 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏନେଇ ଛତିଶଗଡ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଜିଲ୍ଲା କଲେକ୍ଟର ବିନିତ ନନ୍ଦନୱରଙ୍କ କହିବା ଅନୁଯାଇ ଗତକାଲି ସୁକମା ପ୍ରଶାସନ ନିକଟରେ ଏହି 8 ନକ୍ସଲ ଆତ୍ମସମର୍ପଣ କରିଥିଲେ ।
ଛତିଶଗଡ ସୁକମାରେ 8 ନକ୍ସଲଙ୍କ ଆତ୍ମସମର୍ପଣ - ଛତିଶଗଡ ସୁକମାରେ ଆତ୍ମସମର୍ପଣ କଲେ 8 ନକ୍ସଲ
ଛତିଶଗଡ ସୁକୁମା ଜିଲ୍ଲାରେ 8 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଅଧିକ ପଢନ୍ତୁ...
ଛତିଶଗଡ ସୁକମାରେ ଆତ୍ମସମର୍ପଣ କଲେ 8 ନକ୍ସଲ
ବିନିତ ଆହୁରି ମଧ୍ୟ କହିଛନ୍ତି ଯେ ଭୁଲକୁ ସଂଶୋଧନ କରିବାରେ ବିଳମ୍ବ ହୁଏ ନାହିଁ । ମୁଁ ସମସ୍ତଙ୍କୁ ମୁଖ୍ୟ ସ୍ରୋତରେ ସ୍ବାଗତ କରୁଛି। ମୁଁ ଅନ୍ୟମାନଙ୍କୁ ମଧ୍ୟ ସଠିକ୍ ରାସ୍ତା ବାଛିବା ପାଇଁ ଅନୁରୋଧ କରୁଛି । ମୁଁ ଗଣତନ୍ତ୍ରରେ ବିଶ୍ବାସ କରେ ଏବଂ ଏହାର ଫଳାଫଳ ହେଉଛି ଯେ ଏହି ଲୋକମାନେ କୌଣସି ପ୍ରକାରରେ ମୁଖ୍ୟ ସ୍ରୋତକୁ ଯିବା ବାଟ ହରାଇ ଫେରି ଆସିଛନ୍ତି ।
@ANI