ହାଇଦ୍ରାବାଦ: ଆଜି ସମଗ୍ର ଦେଶ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏହି ପରିପ୍ରେକ୍ଷୀରେ ରାମୋଜି ଫିଲ୍ମ ସିଟିରେ ମଧ୍ୟ ବେଶ ଜାକଜମକରେ ପାଳିତ ହୋଇଯାଇଛି । ରାମୋଜି ଗ୍ରୁପ୍ ଅଫ କମ୍ପାନୀର ଚେୟାରମ୍ୟାନ ରାମୋଜି ରାଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
Republic Day 2022: ରାମୋଜି ଫିଲ୍ମ ସିଟିରେ ଉଡିଲା ତ୍ରିରଙ୍ଗା - ରାମୋଜି ଫିଲ୍ମ ସିଟିରେ 73ତମ ସାଧାରଣତନ୍ତ୍ର ଦିବସ ପାଳିତ
ରାମୋଜି ଫିଲ୍ମ ସିଟିରେ ବେଶ ଜାକଜମକରେ ପାଳିତ ହୋଇଯାଇଛି ୭୩ତମ ସାଧାରଣତନ୍ତ୍ର ଦିବସ । ରାମୋଜି ଗ୍ରୁପ୍ ଅଫ କମ୍ପାନୀର ଚେୟାରମ୍ୟାନ ରାମୋଜି ରାଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅଧିକ ପଢନ୍ତୁ
v
ରାମୋଜି ଫିଲ୍ମ ସିଟିରେ 73ତମ ସାଧାରଣତନ୍ତ୍ର ଦିବସ ପାଳିତ
ରାମୋଜି ଫିଲ୍ମ ସିଟିର MD ବିଜୟେଶ୍ବରୀ(Vijayeshwari), ଇଟିଭି ଭାରତ MD ବ୍ରିହାଥି ଚେରୁକୁରୀ(Brihathi Cherukuri), UKML ନିର୍ଦ୍ଦେଶକ ଶିବାରାମାକ୍ରିଷ୍ଣା (Sivaramakrishna) ଏବଂ ସଂସ୍ଥାର ଅନ୍ୟାନ୍ୟ ସଦସ୍ୟଗଣ ଏହି ଉତ୍ସବରେ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ