ଓଡିଶା

odisha

ETV Bharat / bharat

ଯୋଧପୁରରେ ପାଚେରୀ ଭୁଶୁଡି 7 ମୃତ - ରାଜସ୍ଥାନରେ ପାଚେରୀ ଭୁଶୁଡି 7 ମୃତ

ରାଜସ୍ଥାନ ଯୋଧପୁରରେ ପାଚେରୀ ଭୁଶୁଡି 7 ଜଣଙ୍କ ପ୍ରାଣହାନୀ ଘଟିଛି । ଅଧିକ ପଢନ୍ତୁ...

ଯୋଧପୁରରେ ପାଚେରୀ ଭୁଶୁଡି 7 ମୃତ
ଯୋଧପୁରରେ ପାଚେରୀ ଭୁଶୁଡି 7 ମୃତ

By

Published : Nov 10, 2020, 9:18 PM IST

Updated : Nov 10, 2020, 9:28 PM IST

ଜୟପୁର: ପାଚେରୀ ଭୁଶୁଡି 7 ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଏକ ଘଟଣା ରାଜସ୍ଥାନ ଯୋଧପୁରରେ ଘଟିଛି ।

ଜୋଧପୁରରେ ପାଚେରୀ ଭୁଶୁଡି 7 ମୃତ

ସୂଚନା ଅନୁଯାୟୀ ଭଙ୍ଗା ପାଚେରୀ ତଳେ ଅଧିକାଂଶ ଲୋକେ ଫସି ରହିଛନ୍ତି । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରିରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 10, 2020, 9:28 PM IST

ABOUT THE AUTHOR

...view details