ନୂଆଦିଲ୍ଲୀ: 67 ବର୍ଷରେ ପଦାର୍ପଣ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଏହି ଅବସରରେ ଟ୍ବିଟ କରି ତାଙ୍କର ସୁସ୍ଥ ଓ ଦୀର୍ଘାୟୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କେସିଆରଙ୍କ ଜନ୍ମ ଦିନରେ ଟ୍ବିଟ କରି ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ - ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ
67 ବର୍ଷରେ ପଦାର୍ପଣ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଏହି ଅବସରରେ ଟ୍ବିଟ କରି ତାଙ୍କର ସୁସ୍ଥ ଓ ଦୀର୍ଘାୟୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
![କେସିଆରଙ୍କ ଜନ୍ମ ଦିନରେ ଟ୍ବିଟ କରି ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ କେସିଆରଙ୍କ ଜନ୍ମ ଦିନରେ ଟ୍ବିଟ କରି ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/768-512-10657680-thumbnail-3x2-modi.jpg)
କେସିଆରଙ୍କ ଜନ୍ମ ଦିନରେ ଟ୍ବିଟ କରି ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ
ତେବେ ଆଜି ଜିଲ୍ଲା ବାହାରେ କେସିଆରଙ୍କ ଜନ୍ମଦିନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । କେସିଆରଙ୍କ ଆତ୍ମ ଜୀବନୀକୁ ନେଇ ଏକ 30 ମିନିଟ୍ର ଡକ୍ୟୁମେଣ୍ଟାରୀର ପ୍ରସ୍ତୁତ ହୋଇଛି । ଏହାସହ 2 କେଜି ସୁନାରେ ନିର୍ମିତ ଏକ ଶାଥୀ ବାଲକମ୍ପେଟ ଏଲମାଙ୍କୁ ପ୍ରଦାନ କରାଯିବ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଏକ କୋଟି ଚାରା ରୋପଣ କରାଯିବ। ଆହୁରି ମଧ୍ୟ ଦଳୀୟ କର୍ମକର୍ତ୍ତାଙ୍କ ଦ୍ବାରା ସହରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି ।