ବିକାନେର: ଭୂକମ୍ପରେ ଥରିଲା ରାଜସ୍ଥାନର ବିକାନେର। ରିକ୍ଟର ସ୍କେଲରେ 5.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେସ୍ମୋଲୋଜିର ସୂଚନା ଅନୁସାରେ ସକାଳ ପାଖାପାଖି 5ଟା 24ରେ ଭୂକମ୍ପ ଅନୁଭୂତ ହୋଇଥିଲା ।
ବିକାନେରର ଉତ୍ତର ପଶ୍ଚିମ- ପଶ୍ଚିମ ବିକେନେର 343 କିଲୋମିଟର ଗଭୀରତା 110 କିଲୋମିଟର ରହିଥିଲା । ଅନୁଭୂତ ଭୂକମ୍ପରେ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ତେବେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖିବାକୁ ମିଳିଛି ।