ଲକ୍ଷ୍ନୌ:ଉତ୍ତରପ୍ରଦେଶ ଅଲ୍ଲୀଗଡ ଅଞ୍ଚଳରେ ଅଭାବନୀୟ ଘଟଣା । ବିଷାକ୍ତ ମଦ ପିଇ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବିଷାକ୍ତ ମଦ ପିଇ 11 ମୃତ, ଜଣେ ଗୁରୁତର - ଉତ୍ତରପ୍ରଦେଶ ମଦ ମୃତ୍ୟୁ
ବିଷାକ୍ତ ମଦ ପିଇ ଉତ୍ତରପ୍ରଦେଶ ଅଲ୍ଲୀଗଡରେ 11 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...
![ବିଷାକ୍ତ ମଦ ପିଇ 11 ମୃତ, ଜଣେ ଗୁରୁତର ବିଷାକ୍ତ ମଦ ପିଇ 5 ଜଣଙ୍କ ମୃତ୍ୟୁ, 7 ଗୁରୁତର](https://etvbharatimages.akamaized.net/etvbharat/prod-images/768-512-11927142-thumbnail-3x2-up.jpg)
ବିଷାକ୍ତ ମଦ ପିଇ 5 ଜଣଙ୍କ ମୃତ୍ୟୁ, 7 ଗୁରୁତର
ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚିଛନ୍ତି । ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : May 28, 2021, 2:19 PM IST