ରାୟପୁର: ଛତିଶଗଡର ରାଜଧାନୀ ହସପିଟାଲରେ ଅଗ୍ନିକାଣ୍ତ । ଏଥିରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାଜଧାନୀ ହସ୍ପିଟାଲରେ ଅଗ୍ନିକାଣ୍ତ, 5 ମୃତ - hospital fire
ରାୟପୁର ରାଜଧାନୀ ହସପିଟାଲରେ ଅଗ୍ନିକାଣ୍ତ । 5 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...
ରାଜଧାନୀ ହସପିଟାଲରେ ଅଗ୍ନିକାଣ୍ତ,5 ମୃତ
ସୂଚନା ଅନୁସାରେ, ରାଜଧାନୀ ହସପିଟାଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏନେଇ ହସପିଟାଲ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେପଟେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
@ANI