ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି 4,176 ଟ୍ରେନ୍ କୋଚକୁ ଆସୋଲେସନ କୋଚରେ ରୁପାନ୍ତରିତ କରାଯାଇଛି । ଏହି ଆଇସୋଲେସନ କୋଚ ଗୁଡିକୁ ବିଭିନ୍ନ ସ୍ଥାନରେ ଯୋଗାଇ ଦିଆଯାଇଛି । ଏହି କୋଚ ଗୁଡିକ ଆକ୍ରାନ୍ତଙ୍କ ପାଇଁ ସଂଗରୋଧ କେନ୍ଦ୍ର ଭାବେ କାର୍ଯ୍ୟକ୍ଷମ କରାଯାଉଛି ।
ଆଇସୋଲେସନ କୋଚରେ ପରିଣତ ହୋଇଛି ଭାରତୀୟ ରେଳର 4,176 କୋଚ - 4,176 train coaches converted into COVID19 isolation
ଦେଶରେ ବଢୁଥିବା କୋରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି 4,176 ଟ୍ରେନ୍ କୋଚକୁ ଆସୋଲେସନ କୋଚରେ ରୁପାନ୍ତରିତ କରାଯାଇଛି । ସୂଚନା ଦେଲେ ରେଳବାଇ ବୋର୍ଡ ଚେୟାରମ୍ୟାନ ତଥା ସିଇଓ । ଅଧିକ ପଢନ୍ତୁ...
ଆଇସୋଲେସନ କୋଚରେ ପରିଣତ ହୋଇଛି ଭାରତୀୟ ରେଳର 4,176 କୋଚ
ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ 25 ଅମ୍ଳଜାନ ଏକ୍ସପ୍ରେସ 56 ଟି ପୂର୍ଣ୍ଣ ଟ୍ୟାଙ୍କର୍ ଏବଂ 813 ଟନ ତରଳ ମେଡିକାଲ୍ ଅମ୍ଳଜାନ ଯୁଦ୍ଧାକଳୀନ ଭିତ୍ତିରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଛି । ଏନେଇ ରେଳ ବୋର୍ଡ ଚେୟାରମ୍ୟାନ ତଥା ସିଇଓ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ