ଓଡିଶା

odisha

ETV Bharat / bharat

ଆଇସୋଲେସନ କୋଚରେ ପରିଣତ ହୋଇଛି ଭାରତୀୟ ରେଳର 4,176 କୋଚ

ଦେଶରେ ବଢୁଥିବା କୋରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି 4,176 ଟ୍ରେନ୍ କୋଚକୁ ଆସୋଲେସନ କୋଚରେ ରୁପାନ୍ତରିତ କରାଯାଇଛି । ସୂଚନା ଦେଲେ ରେଳବାଇ ବୋର୍ଡ ଚେୟାରମ୍ୟାନ ତଥା ସିଇଓ । ଅଧିକ ପଢନ୍ତୁ...

By

Published : May 1, 2021, 11:18 PM IST

ଆଇସୋଲେସନ କୋଚରେ ପରିଣତ ହୋଇଛି ଭାରତୀୟ ରେଳର  4,176 କୋଚ
ଆଇସୋଲେସନ କୋଚରେ ପରିଣତ ହୋଇଛି ଭାରତୀୟ ରେଳର 4,176 କୋଚ

ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି 4,176 ଟ୍ରେନ୍ କୋଚକୁ ଆସୋଲେସନ କୋଚରେ ରୁପାନ୍ତରିତ କରାଯାଇଛି । ଏହି ଆଇସୋଲେସନ କୋଚ ଗୁଡିକୁ ବିଭିନ୍ନ ସ୍ଥାନରେ ଯୋଗାଇ ଦିଆଯାଇଛି । ଏହି କୋଚ ଗୁଡିକ ଆକ୍ରାନ୍ତଙ୍କ ପାଇଁ ସଂଗରୋଧ କେନ୍ଦ୍ର ଭାବେ କାର୍ଯ୍ୟକ୍ଷମ କରାଯାଉଛି ।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ 25 ଅମ୍ଳଜାନ ଏକ୍ସପ୍ରେସ 56 ଟି ପୂର୍ଣ୍ଣ ଟ୍ୟାଙ୍କର୍ ଏବଂ 813 ଟନ ତରଳ ମେଡିକାଲ୍ ଅମ୍ଳଜାନ ଯୁଦ୍ଧାକଳୀନ ଭିତ୍ତିରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଛି । ଏନେଇ ରେଳ ବୋର୍ଡ ଚେୟାରମ୍ୟାନ ତଥା ସିଇଓ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details