ଲଦାଖ: ଲଦାଖରେ ଭୂକମ୍ପ ଝଟକା । ଆଜି ସକାଳ ସମୟରେ ଲଦାଖରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ 4.6 ତୀବ୍ରତାର ଏକ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରକୁ ସୂଚନା ଦେଇଛି।
ଲଦାଖରେ ଭୂକମ୍ପ, ରିକ୍ଟର ସ୍କେଲରେ 4.6 ତୀବ୍ରତା
ଲଦାଖରେ ରିକ୍ଟର ସ୍କେଲରେ 4.6 ତୀବ୍ରତାର ଏକ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଅଧିକ ପଢନ୍ତୁ...
ଲଦାଖରେ 4.6 ମ୍ୟାଗ୍ନିଟ୍ୟୁଟର ଭୂକମ୍ପ ଝଟକା
ଲେହରେ ପ୍ରାୟ 18 କିଲୋମିଟର ଗଭୀରତାରେ ଏହି ଭୂକମ୍ପ ହୋଇଛି । ଏନେଇ ଏକ ଟ୍ବିଟ ଯୋଗେ ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
@ANI