ପୋର୍ଟବ୍ଲେୟାର: ଭୂମିକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜ । ପୋର୍ଟବ୍ଲେୟାରର ଦକ୍ଷିଣ ପୂର୍ବର 285 କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଛି । ଆଜି ସନ୍ଧ୍ୟା 7:23 ରେ ଭୁକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1ରହିଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି ।
ଭୂମିକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜ - ଭୂମିକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜ
ଭୂମିକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1ରହିଛି । ଅଧିକ ପଢନ୍ତୁ...
![ଭୂମିକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜ 4.1-Magnitude Earthquake Strikes Andaman And Nicobar Island](https://etvbharatimages.akamaized.net/etvbharat/prod-images/768-512-10640814-thumbnail-3x2-jj.jpg)
ଭୂମିକମ୍ପରେ ଥରିଲା ଆଣ୍ତାମାନ ନିକୋବର ଦ୍ବୀପପୁଞ୍ଜ
ତେବେ ଏହାର ଝଟକା ଏତେ ଜୋରଦାର ନଥିବାବେଳେ, ଏହା ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତି ହେବାର ଆଶଙ୍କା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
@ ANI