ଇମ୍ପାଲ: ମଣିପୁରରେ ଭୂକମ୍ପ ଝଟକା । ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ୩.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ବିଷ୍ଣୁପୁରର ୨୦ କିଲୋମିଟର WSWରେ ଗତକାଲି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ମିଳିଛି ।
ଭୂକମ୍ପରେ ଥରିଲା ମଣିପୁର
ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ୩.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...
ଭୂକମ୍ପରେ ଥରିଲା ମଣିପୁର
ଏହାପୂର୍ବରୁ ଅଗଷ୍ଟ ୨ରେ ୩.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରାଜ୍ୟକୁ ଥରାଇଦେଇଥିଲା । ସେହିପରି ଜୁଲାଇ ୯ରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଯାହାର ଗଭୀରତା ୫୭ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ତେବେ, ଏହି ଭୂମିକମ୍ପରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ ।
@ANI