ଓଡିଶା

odisha

ETV Bharat / bharat

କଂଗ୍ରେସକୁ ଟାର୍ଗେଟ କଲେ ଡି.ପୁରନ୍ଦେଶ୍ବରୀ - କଂଗ୍ରେସକୁ ଟାର୍ଗେଟ କଲେ ଡି.ପୁରନ୍ଦେଶ୍ବରୀ

ନୂତନ କୃଷି ବିଲକୁ ବିରୋଧ କରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଛତିଶଗଡରେ ଗୋଟିଏ ବର୍ଷରେ 234ଜଣ ଚାଷୀ କରିଛନ୍ତି ଆତ୍ମହତ୍ୟା । ଅଧିକ ପଢନ୍ତୁ...

234 farmer suicides in one year in Chhattisgarh: BJP leader
କଂଗ୍ରେସକୁ ଟାର୍ଗେଟ କଲେ ଡି.ପୁରନ୍ଦେଶ୍ବରୀ

By

Published : Dec 8, 2020, 10:33 PM IST

ରାୟପୁର : ନୂତନ କୃଷି ବିଲକୁ ବିରୋଧ କରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଏପରିକି ନୂତନ ଆଇନକୁ ବିରୋଧ କରି ମଙ୍ଗଳବାର ଦେଶରେ ଭାରତ ବନ୍ଦ କରାଯାଇ ଥିଲା । ଏହି ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ସାଧାରଣ ସମ୍ପାଦକ ଓ ଛତିଶଗଡ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ।

ସେ କହିଛନ୍ତି ଯେ, କଂଗ୍ରେସ ଶାସନ ସମୟରେ ଛତିଶଗଡରେ ଗୋଟିଏ ବର୍ଷରେ 234ଜଣ ଚାଷୀ ଆତ୍ମହତ୍ୟା କରିଥିଲେ । ଏହି ନୂତନ ଚାଷୀ ଆଇନ କୃଷକମାନଙ୍କୁ ସାହାଯ୍ୟ କରିବା ଏବଂ ଦଲାଲମାନଙ୍କର ସ୍ଥାନ ଫସଲ ବିକ୍ରିବଟାରେ ରହିବ ନାହିଁ । ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ଅଭିଯୋଗ ଅନୁଯାୟୀ ଏପିଏମସି ଆକ୍ଟକୁ ସମାପ୍ତ ନକରିବା ପାଇଁ ଉଦ୍ଦିଷ୍ଟ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବରୁ "ଏପିଏମସି ଆଇନ ଶେଷ" ବିଷୟରେ ମଧ୍ୟ କହିଥିଲେ।

ବ୍ୟୁର ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details