ନୂଆଦିଲ୍ଲୀ: ଆମେରିକା ପରେ ସର୍ବାଧିକ କୋରୋନା ସଂକ୍ରମଣ ସଂଖ୍ୟାରେ ଦ୍ବିତୀୟରେ ଭାରତ ରହିଛି । ତେବେ ବର୍ତ୍ତମାନ ସ୍ଥିତିରେ ଦେଶରେ ତଳମୁହାଁ ରହିଛି କୋରୋନା ଗ୍ରାଫ। ଗତ କିଛି ଦିନ ଧରି ଆସୁଛି 30 ହଜାରରୁ କମ ସଂଖ୍ୟାର ପଜିଟିଭ ରିପୋର୍ଟ।
କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 22 ହଜାର 065ଟି କୋରୋନା ପଜିଟିଭ ରିପୋର୍ଟ ହୋଇଛି। ଏହାସହ 354 ଜଣଙ୍କର ମୃତ୍ୟୁ ହୋଇଛି । ସଦ୍ୟତମ ରିପୋର୍ଟକୁ ମିଶାଇ 99 ଲକ୍ଷ 06 ହଜାର 165ରେ ପହଞ୍ଚିଛି ମୋଟ