ମହୀଶୂର:କର୍ଣ୍ଣାଟକର ଚୁଞ୍ଚାନାକାଟେର କେ.ଆର ନଗର ତଲୁକରେ ବରଯାତ୍ରୀ ଗାଡି ଦୁର୍ଘଟଣା । ନବବଧୂ ସମେତ 25 ଗୁରୁତର ହୋଇଥିବା ବେଳେ 2 ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତରଙ୍କୁ କେଆ ନଗର ପବ୍ଲିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକ ଆହତ ରହିଛନ୍ତି ।
ମହୀଶୂରରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ; 2 ମୃତ, 25 ଗୁରୁତର - ମହୀଶୂରରେ ବରଯାତ୍ରୀ ଦୁର୍ଘଟଣା
କର୍ଣ୍ଣାଟକର ଚୁଞ୍ଚାନାକାଟେର କେ.ଆର ନଗର ତଲୁକରେ ବରଯାତ୍ରୀ ଗାଡି ଦୁର୍ଘଟଣା । 2 ମୃତ, 25 ଗୁରୁତର ଆହତ । ଅଧିକ ପଢନ୍ତୁ...

ମହୀଶୂରରେ ବରଯାତ୍ରୀ ଗାଡି ଦୁର୍ଘଟଣା
ଦୁର୍ଘଟଣାରେ ଗୋଟିଏ ପରିବାରର 2 ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ କେଆର ନଗର ପୋଲିସ ଷ୍ଟେସନ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ