ଓଡିଶା

odisha

ETV Bharat / bharat

ମୁମ୍ବାଇ ହାଇଓ୍ବେରେ ଦୁର୍ଘଟଣା; 2 ମୃତ, 8 ଆହତ - ନାସିକ ହାଇଓ୍ବେରେ ଦୁର୍ଘଟଣା

ସୋମବାର ସକାଳୁ ମୁମ୍ବାଇ ହାଇଓ୍ବେରେ ପିକଅପ ଭ୍ୟାନ ଓ ଯାତ୍ରୀବାହୀ ବସ ଭିତରେ ଧକ୍କା ହେବା ଫଳରେ 2 ଜଣଙ୍କର ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

ମୁମ୍ବାଇ ହାଇଓ୍ବେରେ ଦୁର୍ଘଟଣା; 2 ମୃତ, 8 ଆହତ
ମୁମ୍ବାଇ ହାଇଓ୍ବେରେ ଦୁର୍ଘଟଣା; 2 ମୃତ, 8 ଆହତ

By

Published : Nov 9, 2020, 11:13 AM IST

ମୁମ୍ବାଇ: ମୁମ୍ବାଇ-ନାସିକ ହାଇଓ୍ବେରେ ଦୁର୍ଘଟଣା। ଏକ ପିକଅପ ଭ୍ୟାନ ଓ ଯାତ୍ରୀବାହୀ ବସ ସହ ମୁହାଁମୁହିଁ ଧକ୍କା ହେବା ଯୋଗୁଁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 8 ଜଣ ଆହତ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁମ୍ବାଇ ହାଇଓ୍ବେରେ ଦୁର୍ଘଟଣା; 2 ମୃତ, 8 ଆହତ

ସୂଚନା ମୁତାବକ, ମୁମ୍ବାଇ ହାଇଓ୍ବେ ଗୋନ୍ଦେ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି। ତେବେ ଏଥିରେ ପିକଅପ ଭ୍ୟାନ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଛି। ଅନ୍ୟପଟେ ମୃତକଙ୍କୁ ବ୍ୟବଚ୍ଛେଦ ପାଇ ପଠାଇ ତଦନ୍ତ ଆରମ୍ଭ କିରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details