ମୁମ୍ବାଇ: ଦେଶରେ ପ୍ରଥମ ମୁଣ୍ଡ ନେଲା ନୂଆ ଭ୍ୟାରିଏଣ୍ଟ ଓମିକ୍ରନ । ମହାରାଷ୍ଟ୍ରରେ ଜଣେ 52 ବର୍ଷୀୟ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବ୍ୟକ୍ତି ଜଣଙ୍କ ଦୁଇ ଦିନତଳେ ହୃଦଘାତରେ ପ୍ରାଣ ହରାଇଥିବା ବେଳେ, ତାଙ୍କର ଆଜି ରିପୋର୍ଟ ଓମିକ୍ରନ ପଜିିଟିଭ ଆସିଛି ।
1st Omicron Death In Maharashtra ! ଦେଶରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ - ଦେଶରେ ପ୍ରଥମ ଓମିକ୍ରନ ମୃତ୍ୟୁ
ଦେଶରେ ପ୍ରଥମ ମୁଣ୍ଡ ନେଲା କୋଭିଡର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ । 52 ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ । ମୃତକ ବିଦେଶ ଫେରନ୍ତା । ଅଧିକ ପଢନ୍ତୁ
1st omicron death: ମହାରାଷ୍ଟ୍ରରେ ପ୍ରଥମ ଓମିକ୍ରନ ମୃତ୍ୟୁ
ଏହି ଆକ୍ରାନ୍ତ ନାଇଜେରିଆରୁ ଫେରିିଥିଲେ । ଡିସେମ୍ବର 28ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହିଦିନ ତାଙ୍କର ମୃତ୍ୟୁ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ