ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ଆୟତ୍ତକୁ ଆଣିବାକୁ ସ୍ବାସ୍ଥ୍ୟ ବିଭାଗ ଜାରି ରିଖିଛି କୋରୋନା ଟେଷ୍ଟ । ଏବେ ସୁଦ୍ଧା ଦେଶରେ 13 ଟି ଟେଷ୍ଟ ସରିଛି ।
ନଭେମ୍ବର 20 ସୁଦ୍ଧା 13 କୋଟି ପାର କରିଛି କୋରୋନା ଟେଷ୍ଟ:ICMR - Indian Council of Medical Research
ଗତ 24 ଘଣ୍ଟାରେ 10 ଲକ୍ଷରୁ ଉର୍ଦ୍ଧ୍ବ କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ 13 କୋଟି 6 ଲକ୍ଷରୁ ଊର୍ଦ୍ଧ୍ବରେ ପହଞ୍ଚିଛି ଟେଷ୍ଟ । ଅଧିକ ପଢନ୍ତୁ...
ନଭେମ୍ବର 20 ସୁଦ୍ଧା 13 କୋଟି ପାର କରିଛି କୋରୋନା ଟେଷ୍ଟ:ICMR
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ ଗତ 24 ଘଣ୍ଟାରେ 10 ଲକ୍ଷ 66 ହଜାର 022 ଟି ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 13 କୋଟି 06 ଲକ୍ଷ 57 ହଜାର 808ଟି ଟେଷ୍ଟ ସରିଛି ।
ସେହିପରି 90 ଲକ୍ଷ 50 ହଜାର 598ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଆଉ ମୃତ୍ୟୁ ସଂଖ୍ୟା 1 ଲକ୍ଷ 32 ହଜାର 726କୁ ବୃଦ୍ଧି ପାଇଛି । ତେବେ ସମଗ୍ର ବିଶ୍ବରେ ସର୍ବାଧିକ ସାମ୍ପଲ ଟେଷ୍ଟ ଭାରତରେ କରାଯାଉଛି । ଯାହା ଫଳରେ ଉପଯୁକ୍ତ ସମୟରେ ସଂକ୍ରମିତ ଚିହ୍ନଟ ହୋଇ ଚିକିତ୍ସିତ ହୋଇପାରୁଛନ୍ତି ।