ଦିସପୁର: ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ପଛରୁ ଅଟୋ ଧକ୍କା ଦେବା ଫଳରେ ୧୦ ଜଣଙ୍କ ମୃତ୍ୟୁ । ସମସ୍ତ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା ।
ଛଟ୍ ପୂଜାରୁ ଫେରୁଥିବା ସମୟରେ ଅଘଟଣ, ଚାଲିଗଲା ୧୦ ଜୀବନ
ଛଟ୍ ପୂଜା ସାରି ଫେରୁଥିବା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ...
ଛଟ ପୂଜାରୁ ଫେରୁଥିବା ସମୟରେ ଅଘଟଣ, ଚାଲିଗଲା ୧୦ ଜୀବନ
ଆଜି(ଗୁରୁବାର) ସକାଳେ କାରିମଙ୍ଗଜ ଜିଲ୍ଲା ଆସାମ-ତ୍ରିପୁରା ଜାତୀୟ ରାଜପଥ ନଂ-୮ ରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ତେବେ ସମସ୍ତ ମୃତକ ଛଟ୍ ପୂଜା ସାରି ଫେରୁ ଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Nov 11, 2021, 10:17 AM IST