ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା, ସିଂହଦ୍ବାରରେ ଲାଗିଲା ତିନି ରଥ - Rath Yatra 2024 - RATH YATRA 2024

ପୁରୀ: ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀରୁ ବାହାରି ଜନ୍ମବେଦୀକୁ ଯିବେ ଶ୍ରୀଜିଉ । ସଭିଏଁ ହେବେ ଏକାକାର । ଘଣ୍ଟ, ମୃଦଙ୍ଗ ନାଦରେ କମ୍ପିବ ବଡ଼ଦାଣ୍ଡ । ଏପଟେ ରଥଖଳାରେ ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିରର ସିଂହଦ୍ବାରରେ ଲାଗିଲା ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଖାଲି ତିନି ଦିଅଁଙ୍କ ଅପେକ୍ଷା । (@SJTA_Puri)
Published : Jul 6, 2024, 8:35 PM IST