ଓଡିଶା

odisha

ETV Bharat / photos

21ରେ ଓଲିଉଡର ଚୁଲବୁଲି ନାୟିକା ଭୂମିକା, ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ ଅଭିନୟ ଯାତ୍ରା - ଓଲିଉଡ ଅଭିନେତ୍ରୀ ଭୂମିକା

ଆସନ୍ତାକାଲି (ଜାନୁଆରୀ ୨୨) 21 ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି ଓଲିଉଡର ଚୁଲବୁଲି ନାୟିକା ଭୂମିକା ଦାଶ । ନିଜର ଦମଦାର ଅଭିନୟ ପାଇଁ ସେ ଖୁବ କମ୍ ବୟସରେ ଜଣେ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି । 'ଗପ ହେଲେ ବି ସତ' ଓ 'ତୁ ମୋ ଲଭ୍ ଷ୍ଟୋରୀ' ରେ ଅଭିନୟ କରିଛନ୍ତି ।

By ETV Bharat Odisha Team

Published : Jan 21, 2024, 11:24 PM IST

ଦେଶୀ ଲୁକରେ ଓଲିଉଡର ଚୁଲବୁଲି ଗାର୍ଲ
ପିଙ୍କ୍ ଶାଢୀରେ ଭୂମିକାଙ୍କ ଚମକଦାର ଲୁକ୍
ଅନେକ ଜୁଏଲାରୀର ଆଡ୍ ମଧ୍ୟ କରିଛନ୍ତି ଭୂମିକା
ୱେଷ୍ଟର୍ଣ୍ଣ ଅନ୍ଦାଜରେ ଓଡ଼ିଆ ଅଭିନେତ୍ରୀ ଭୂମିକା ଦାସ
ନାଲି ଶାଢୀରେ ଭୂମିକାଙ୍କ ଦେଶୀ ଲୁକ୍
ହଳଦିଆ ଶାଢୀରେ ଭୂମିକା ଦାସ
ଓଲିଉଡ ଜଗତର ସୁନ୍ଦର ନାୟିକାଙ୍କ ମଧ୍ୟରୁ ଅନ୍ୟତମ ଭଊମିକା
ବିଭିନ୍ନ ସମୟରେ ଶାଢୀରେ ଫଟୋ ପୋଜ୍ ଦେଇଥିବାର ନଜର ଆସନ୍ତି ଭୂମିକା

ABOUT THE AUTHOR

...view details